Back to question bank

ଗାଡିର ଚାଳକ ଯଦି ତା'ର ଦକ୍ଷିଣ ହାତକୁ ବଢାଇ ହାତ ପାପୁଲିକୁ ତଳ ଆଡକୁ ଦେଖାଏ ଏବଂ ହାତକୁ ବାରମ୍ବାର ଉପରତଳ କରେ ତେବେ ତୁମେ ବୁଝିବ

Answer

ସେ ଗାଡିର ବେଗକୁ ଧିର କରୁଛି

ଗାଡିର ଚାଳକ ଯଦି ତା'ର ଦକ୍ଷିଣ ହାତକୁ ବଢାଇ ହାତ ପାପୁଲିକୁ ତଳ ଆଡକୁ ଦେଖାଏ ଏବଂ ହାତକୁ ବାରମ୍ବାର ଉପରତଳ କରେ ତେବେ ତୁମେ ବୁଝିବ — Learn RTO