Back to question bank

ପରସ୍ପରକୁ ଛନ୍ଦି ରହିଥିବା ଏକ ରାସ୍ତାରେ ପହଞ୍ଚି ଦେଖିବ ଯେଉଁଠାରେ କୌଣସି ଆଲୋକ ସଂକେତ ନାହିଁ ବା ପୋଲିସ ନାହାଁନ୍ତି ସେତେବେଳେ ତୁମେ

Answer

ତୁମର ଦକ୍ଷିଣ ପାର୍ଶ୍ବରେ ଛକି ରାସ୍ତା ଆଡକୁ ଯାଉଥିବା ଯାନକୁ ରାସ୍ତା ଦିଅ ଓ ଉପଯୁକ୍ତ ସଂକେତ ଦେଇ ଅଗ୍ରସର ହୁଅ

ପରସ୍ପରକୁ ଛନ୍ଦି ରହିଥିବା ଏକ ରାସ୍ତାରେ ପହଞ୍ଚି ଦେଖିବ ଯେଉଁଠାରେ କୌଣସି ଆଲୋକ ସଂକେତ ନାହିଁ ବା ପୋଲିସ ନାହାଁନ୍ତି ସେତେବେଳେ ତୁମେ — Learn RTO