Back to question bank
ଯେତେବେଳେ ଏକ ଯାନ ଜଗୁଆଳି ବିହୀନ ରେଲଓ୍ବେ ଲେବଲ କ୍ରସିଂ ପାଖରେ ପହଞ୍ଚେ ସେତେବେଳେ ଏହାକୁ ଅତିକ୍ରମ କରିବା ପୁର୍ବରୁ ଗାଡି ଚାଳକ
Answer
ଯାନ କୁ ରାସ୍ତା ର ବାମ ପଟରେ ରଖି ଗାଡି ରୁ ଓହ୍ଲାଇ ପଡିବ, ରେଳଧାରଣା ନିକଟକୁ ଯାଇ ଭଲଭାବରେ ନିରୀକ୍ଷଣ କରି ଏହା ନିଶ୍ଚିତ ହେବା ଦରକାର ଯେ ଉଭୟ ପାର୍ଶ୍ବରୁ କୌଣସି ରେଳଗାଡି ବା ଟ୍ରଲି ଆସୁନାହିଁ
